ହେଡଲାଇନସ୍:

କିଶୋର କୁମାର ସିନାପାଲି ବ୍ଳକ ଉପାଧ୍ୟକ୍ଷ ନିର୍ବାଚିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି/ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରେ ଆଜି କୁ ପ୍ରାୟ 6 ମାସ ହେବ ଉପାଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ତାହା ଗତକାଲି ପୂରଣ ହେଇଛି  | ସିନାପାଲି ବ୍ଲକର ସମସ୍ତ ସମିତି ସଭ୍ୟ ସଭ୍ୟାଙ୍କୁ ନେଇ ନିର୍ବାଚନ ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଭୋଇ ଓ ବୋଡେ଼ନ ବିଡ଼ିଓଙ୍କ ଉପସ୍ଥିତିରେ କୁସୁମଜୋର ଗ୍ରାମ ପଂଚାୟତର ସମିତି ସଭ୍ୟ ଶ୍ରୀ କିଶୋର ଚନ୍ଦ୍ର କୁମାରଙ୍କୁ ବିଜୟୀ ଘୋଷଣା କରାଯାଇଥିଲା | ଶ୍ରୀ କୁମାର ଙ୍କ ବିଜୟୀ ଘୋଷଣା ପରେ ବ୍ଲକ ଅଅଧକ୍ଷାଙ୍କ ସମେତ ସମସ୍ତେ ସମିତି ସଭ୍ୟ ସଭ୍ୟା ଧୁମଧାମରେ ନଗର ପରିକ୍ରମା କରି ନୂତନ ଉପାଧ୍ୟକ୍ଷ ଙ୍କୁ ନିଜ ବାସଭବନକୁ ଆଣି ସମସ୍ତ ସମିତି ସଭ୍ୟସଭ୍ୟାଙ୍କ ଏକ ବୈଠକ କରାଯାଇଥିଲା ! ଶ୍ରୀ କୁମାର ନିଜ କାର୍ଯ୍ୟକୁ  ସୁଚାରୁ ରୂପେ ନିଷ୍ଠାର ସହ ତୁଲାଇବା ପାଇଁ ସେ ସାମ୍ବାଦିକମାନଙ୍କୁ  କହିଥିଲେ !

0
0
0
s2sdefault