ହେଡଲାଇନସ୍:

ପାରୋଲରେ  ପୁଞ୍ଜିଲାଲ:  ମିଳିଲା ଦିନିକିଆ ଜାମିନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ/ସଚିନ ସାହୁ - ବଲାଙ୍ଗୀର ଜିଲ୍ଲା ପାଟଣାଗଡର ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗୋଟିଏ ଦିନ ପାଇଁ ଜାମିନ ମିଳିଛି. ଶୁକ୍ରବାର ଅପରାହ୍ନରେ ପୁଞ୍ଜିଲାଲ ମେହେରଙ୍କ ମା ଇନ୍ଦୁମତୀ ମେହେରଙ୍କ ଦେହାନ୍ତ ହେବାପରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ପୁଞ୍ଜିଲାଲ ର ଓକିଲ ଏଡ଼ିଜେ କୋର୍ଟରେ ଆବେଦନ କରିଥିଲେ.|  ପାଟଣାଗଡ ଏଡିଜେ କୋର୍ଟ ଏହାର ଶୁଣାଣି କରି ଶନିବାର ଅପରାହ୍ନରେ ପୁଞ୍ଜିଲାଲକୁ ପାରୋଲରେ ଗୋଟିଏ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି.|

0
0
0
s2sdefault