ହେଡଲାଇନସ୍:

କାର୍ଯରତ ବୃଦ୍ଧା ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ନିକଟସ୍ଥ ଲାଉଡ଼ମାଲ ଗ୍ରାମରେ ଥିବା ମହାମାୟା ସ୍କୁଲରେ ନିର୍ମାଣ କାମ କରୁଥିବା ଜଣେ ଜାନକୀ ବିଶ୍ୱାଳ (61) ନାମକ ବୃଦ୍ଧା ଙ୍କର କାମ କରୁଥିବା ସମୟରେ ଦୁର୍ଘଟଣା ରେ ମୃତ୍ୟୁ ହେଇଯାଇଛି । ଦୁର୍ଘଟଣା ର ଶିକାର ହେବା ପରେ ତାଙ୍କୁ ପାଇକମାଲ ଡାକ୍ତରଖାନା କୁ ନିଆ ଯାଇଥିଲା | କିନ୍ତୁ ଡାକ୍ତରଖାନାରେ ପଂହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହେଇ ଯାଇଥିଲା । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

 

0
0
0
s2sdefault