ହେଡଲାଇନସ୍:

ବିଧାୟକଙ୍କ ଦ୍ୱାରା ସାପ୍ତାହିକ ବଜାର ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମଗଡ / ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଟିପିଗୁଡା ଠାରେ ସାପ୍ତାହିକ ବଜାର ଉଦ୍ଘାଟିତ ହୋଇଯାଇଛି । ଏହି ସାପ୍ତାହିକ ବଜାର ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ସ୍ଥାନୀୟ ନେତା ରବୀନ୍ଦ୍ର ପାଟଯୋଶୀ  ଓ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ହରିରାମ ଦୁର୍ଗା, ପୂର୍ବତନ ସରପଂଚ, ସମିତିସଭ୍ୟ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସମସ୍ତ ଗ୍ରାମବାସୀ ଓ ପଡ଼ୋଶୀ ଗ୍ରାମବାସୀ ମଧ୍ୟ ଉପସ୍ଥିତ ରହିଥିଲେ । ବଜାରକୁ ସମସ୍ତେ ସ୍ବାଗତ କରିବା ସହ ବହୁ ଆନନ୍ଦ ଉଲ୍ଲାସରେ ବଜାରରେ ସଉଦା କ୍ରୟ କରୁଥିବା ଦେଖିବାକୁ ମିଳିଥିଲା ।

0
0
0
s2sdefault