ବଡ଼ବିଲରେ ଆରମ୍ଭ ହେଲା ପୁରୁଷ ଡ଼ବଲସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଡ଼ବିଲ (ଚିତ୍ତରଞ୍ଜନ କର )

ବଡ଼ବିଲର ଅଗ୍ରଣୀ ସ୍ପୋର୍ଟସ କ୍ଲବ ବଏଜ କ୍ଲବ ଆନୁକୂଲ୍ୟରେ ଆରମ୍ବ ହୋଇଛି ଦୁଇ ଦିବସୀୟ  ପୁରୁଷ ଡବଲସ ଵ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଂଟ । ଏହି ଟୁର୍ଣ୍ଣାମେଂଟରେ କେନ୍ଦୁଝର, ବଲାଣି, କିରିବୁରୁ, ନୂଆମୁଣ୍ଡି ଆଦି ଅଞ୍ଚଳରୁ ୪୮ଟି ଟିମ ଭାଗ ନେଇଥିବା ବଏଜ କ୍ଲବର ସଭାପତି ଶରତ ପଣ୍ଡା ଜଣାଇଛନ୍ତି।

0
0
0
s2sdefault