ହେଡଲାଇନସ୍:

ବଲାଙ୍ଗିର ଗାନ୍ଧି ଷ୍ଟାଡିୟମ ଠାରେ କବାଡି ଖେଳାଳିଚୟନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର- ବଲାଙ୍ଗିର ଜିଲ୍ଲା କ୍ରୀଡାସଂସଦ ତରଫରୁ ଗାନ୍ଧି ଷ୍ଟାଡିୟମ ଠାରେ କବାଡି ସବ ଜୁନିୟର  ଖେଳାଳି ଚୟନ ୩୦ ତାରିଖ ଗୁରୁବାର ସକାଳ ୮.୩୦ ଘଣ୍ଟା ସମୟରେ କରାଯିବ । ଏହି ଖେଳାଳି ମାନେ ରାଜ୍ୟସ୍ତରୀୟ ସବଜୁନିୟର କବାଡି ପ୍ରତିଯୋଗିତାରେ ଭାଗନେବେ । କବାଡି ଖେଳାଳି ସୁସ୍ଥ ଥିବା ଆବଶ୍ୟକ । ବୟସ ପ୍ରମାଣ ପତ୍ର ସଂଙ୍ଗରେ ଧରି ଆସିଥିବେ । ଯୋଗ୍ୟତା ସମ୍ପନ୍ନ ଖେଳାଳିଙ୍କୁ ଚୟନ କରାଯିବ । ଇଚ୍ଛୁକ କବାଡି ଖେଳାଳିଙ୍କୁ  କ୍ରୀଡାସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ ଜଣାଇଛନ୍ତି ।

0
0
0
s2sdefault