ହେଡଲାଇନସ୍:

ବିଶ୍ୱ ମହିଳା ଧନୀ ଖେଳାଳୀ ତାଲିକାରେ ସାନ୍ଧୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତ ର ଵ୍ୟଡ଼ମିନଟନ ଷ୍ଟାର ଖେଳାଳୀ ପି.ଭି.ସାନ୍ଧୁ ଏବେ ବିଶ୍ୱ ଧନୀ ଖେଳାଳୀ ତାଲିକାରେ ୭ମ ସ୍ଥାନରେ ରହିଛନ୍ତି | ବର୍ଷକୁ ଆୟ ୬୦ କୋଟି ଟଙ୍କା ଏହା ଦ୍ଵାରା ସେ ପ୍ରଥମ ଭାରତୀୟ ମହିଳା ଯିଏକି ଏହି ଆୟ ଦ୍ଵାରା ସେ ଧନୀ ଖେଳାଳୀ ତାଲିକାରେ ସ୍ଥାନ ପାଇଛନ୍ତି।ସେହିପରି ଆମେରିକାର ସେରିନା ଉଇଲିଏମ୍ସ ୧୧୦ କୋଟି ସହିତ ପ୍ରଥମ ସ୍ଥାନରେ ରହିଛନ୍ତି।।

 

0
0
0
s2sdefault