ହେଡଲାଇନସ୍:

ଦୂତି, ହିମା,ଆନସ ଜିତିଲେ ରୌପ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୬ ତାରିଖ ଭାରତ ପାଇଁ ଥିଲା ରୌପ୍ୟର ଦିନ । ଜାକର୍ତା ଏସିୟନ କ୍ରୀଡା ପ୍ରତିଯୋଗିତାରେ ୮ମ ଦିନରେ ୧୦୦ ମିଟର ମହିଳା ଦୌଡ଼ ପ୍ରତିଯୋଗିତାରେ ଭାରତ ର ଦୁତି ଚାନ୍ଦ ୧୧.୩୨ ସେକେଣ୍ଡ ଟାଇମ ସହିତ ଦ୍ଵିତୀୟ ସ୍ଥାନରେ ରହି ଭାରତ କୁ ରୌପ୍ୟ ପଦକ ଦେଇଥିବାବେଳେ  ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପୁରୁଷ ବିଭାଗ ରେ ମହମ୍ମଦ ଆନସ ଓ ମହିଳା ବିଭାଗ ରେ ହିମା ଦାସ ଯଥାକ୍ରମେ ୪୫.୬୯ ଓ ୫୦.୬୯ ସେକେଣ୍ଡ ଟାଇମରେ ଅତିକ୍ରମ କରି ଭାରତକୁ ରୌପ୍ୟ ପଦକ ଦେବାରେ ସକ୍ଷମ ହୋଇଛନ୍ତି। ଏବେ ଭାରତ ପଦକ ତାଲିକାରେ ୯ମ ସ୍ଥାନରେ ରହିଛି |

0
0
0
s2sdefault