ହେଡଲାଇନସ୍:

ଏଲଓସି କାର୍ଗିଲ କ୍ଳବର ୨୪ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ଗଠିଆପାଲି ଠାରେ ଏଲଓସି କାର୍ଗିଲ କ୍ଳବ ପକ୍ଷରୁ ୨୪ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ବରଗଡ଼ ଜିଲ୍ଲା ବିଜେପି କୄଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଏବଂ ସମାନ୍ନିତ ଅତିଥି ଭାବରେ ସତ୍ୟ ବେହେରା ଓ ଭୋଜରାଜ ସାହୁ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିବା ସହ ପୁରଷ୍କାର ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ ସୋନପୁର ଜିଲ୍ଲାର ଇଛ୍ଛାପାଲି ଓ ବରଗଡ଼ ଜିଲ୍ଲାର ଝୁଲପିଆପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଝୁଲପିଆପାଲି ଦଳ ବିଜେତା ହୋଇଥିବା ବେଳେ ଇଛ୍ଛାପାଲି ଦଳ ଉପ ବିଜେତା ହୋଇଥିଲା ।

0
0
0
s2sdefault