ହେଡଲାଇନସ୍:

ଦୁଇ ଦିନିଆ ଅଲ ଓଡ଼ିଶା କୁସ୍ତି ପାଇଁ ପୁରୀ ପ୍ରସ୍ତୁତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ :: ପୁରୀରେ ହେବ ଅଲ ଓଡ଼ିଶା କୁସ୍ତି ପ୍ରତିଯୋଗିତା । ଚଳିତ ମାସ ୨୫ ଓ,୨୬ ତାରିଖରେ ହେବ ପ୍ରତିଯୋଗିତା । ଏଥି ପାଇଁ ପୁରୀ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ନିଳାଦ୍ରି ବିଚ୍ ଠାରେ ଏହି ପ୍ରତିଯୋଗିତା ହେବ ବୋଲି ପ୍ରଶାସନ ପକ୍ଷରୁ ଟୁଇଟ କରି କୁହାଯାଇଛି । ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛିନ| ଅନ୍ୟପଟେ ଅନେକ ଦିନ ପରେ ପୁରୀରେ ଏଭଳି କୁସ୍ତି ପ୍ରତିଯୋଗିତା ହେଉଥିବାରୁ ପୁରୀର କ୍ରୀଡାବିତମାନେ ଉତ୍ସାହିତ ଅଛନ୍ତି । ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି ।
ଅନ୍ୟପଟେ ଅନେକ ଦିନ ପରେ ପୁରୀରେ ଏଭଳି କୁସ୍ତି ପ୍ରତିଯୋଗିତା ହେଉଥିବାରୁ ପୁରୀର କ୍ରୀଡାବିତମାନେ ଉତ୍ସାହିତ ଅଛନ୍ତି । ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି ।

0
0
0
s2sdefault