କଳାହାଣ୍ଡି କାରାଟେ ସ୍କୁଲ ତରଫରୁ ବେଲଟ ଗ୍ରେଡିଙ୍ଗ ପରୀକ୍ଷା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଳମଣି ନାଗ (ଶାସକ ପ୍ରଶାସକ):  କଳାହାଣ୍ଡି ଅଫିସର କ୍ଳବ୍ ଭବାନୀପାଟଣା ଠାରେ  କଳାହାଣ୍ଡି କାରାଟେ  ସ୍କୁଲ ତରଫରୁ  ବେଲେଟ୍ ଗ୍ରେଡିଙ୍ଗ ପରୀକ୍ଷା ଉଦଯାପିତ ହୋଇଥିଲା।  ଗିନିଷ ବୁକ ଅଫ ୱାର୍ଲଡରେକର୍ଡ  ଦୁଇଥର  କରିଥିବା ସତ୍ୟପ୍ରିୟ ପଧାନ ଏବଂ ଗୁରୁକୃପା ମାର୍ଶଲାଡ ଏକାଡେମୀକ୍ ଡାଇରେକ୍ଟର  ଓ ଏକଯାମିନ , ସନସାଇ  କେଦାର କବାଟ  ଓ ଚିପ ଟେକ୍ନିକାଲ୍ ଡାଇରେକ୍ଟର ସନସାଇ ଜିତୁ ପୃଷ୍ଟି ଓ ସନସାଇ ବୈଷ୍ଣବ କବାଟ ଓ ଅନ୍ୟନ୍ୟ ଅତିଥିମାନେ ଏଥିରେ ଯୋଗଦେଇଥିଲେ । କଳାହାଣ୍ଡି କାରାଟେ ସ୍କୁଲ ପ୍ରତିଷ୍ଠାତା, କୃଷ୍ଣଚନ୍ଦ୍ର  ସାହୁଙ୍କ ଆନୁକୂଲ୍ୟରେ ବେଟ ଗ୍ରେଡିଙ୍ଗ ଟେଷ୍ଟ ଅନୁଷ୍ଠିତ ହେଇଥିଲା  ଏଥିରେ ୪୦ ରୁ ଉର୍ଦ୍ଧ ପୁଅ ଝିଅ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ  ୫ ଜଣ ବ୍ଲେକ୍ ବେଲ୍ଟ୍ ହାସଲ କରିଥିଲେ ।

ସେମାନନେ  ହେଉଛନ୍ତି ଅନ୍ୟ କଲର ବେଲଟ ମଧ୍ୟ୍ୟରୁ ୧୨ ଜଣ ଏଲ୍ଲୋ ବେଲଟ୍, ୭ ଜଣ ଓରେଞ୍ଜ ବେଲଟ, ଜଣେ ବ୍ଲୁ ଓ ଦୁଇଜଣ ବ୍ରାଉନ ବେଲଟ  ପାଇଥିଲେ | ଶେଷରେ କଳାହାଣ୍ଡି କାରାଟେ ସ୍କୁଲର ପ୍ରତିଷ୍ଠାତା ଓ କଳାହାଣ୍ଡି କରାଟେ ଏସୋସିଏସନ୍ର ସମ୍ପାଦକ ବେଲଟ ବିଜେତାମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ଓ ତାଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ।

0
0
0
s2sdefault