- Hits: 144
କୄଷି ଆଇନ ବିରୋଧରେ ଚାଳିଥିବା ଆନ୍ଦୋଳନ ପ୍ରତ୍ୟାହାର ପାଇଁ ବିଜେପି ରାଜ୍ୟ କୄଷକ ମୋର୍ଚ୍ଚା ସଭାପତି ଙ୍କ ଆହ୍ନାନ।
ରମାକାନ୍ତ ବିଶ୍ବା/.ସମ୍ବଲପୁର - ଦିଲ୍ଲୀ ରେ କୄଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୄଷକ ମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ଅପିଲ କରିଛନ୍ତି ରାଜ୍ୟ ବିଜେପି କୄଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ । ଚାଷି ଆନ୍ଦୋଳନ ଓ...