ହେଡଲାଇନସ୍:

ଏନଏସୟୁଆଇ ଓଡିଶା ସଂଗଠଣ ସବୁ କମିଟି ଭଙ୍ଗ !!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଛାତ୍ର କଂଗ୍ରେସ(ଏନଏସୟୁଆଇ) ଜାତୀୟ ସଭାପତିଙ୍କ ନିର୍ଦେଶ କ୍ରମେ ଓଡିଶା ଛାତ୍ର କଂଗ୍ରେସ(ଏନଏସୟୁଆଇ) ରାଜ୍ୟ, ଜିଲ୍ଲା ଓ ଆସେମ୍ବ୍ଲି କମିଟିକୁ ତତ୍କାଳ ଭଙ୍ଗ କରାଯାଇଛି ଓ ଛାତ୍ର କଂଗ୍ରେସ ସଙ୍ଗଠନକୁ ମଜଭୂତ କରିବା ଲାଗି ସଂଗଠନ ପକ୍ଷରୁ ସଦସ୍ୟ ସଂଗ୍ରହ ସଙ୍ଗଠନକୁ ବ୍ୟାପକ ଭାବେ କରାଯିବ ବୋଲି ଏନଏସୟୁଆଇ  ଓଡିଶା ଦାଇତ୍ୱରେ ଥିବା ନିଖିଳ ଦ୍ବିବେଦୀଙ୍କ ନାମରେ ଆସିଥିବା ଏକ email  ରୁ ଜଣାପଡିଛି 

 

 

As Directed by Sri Fairoz Khan,National President NSUI New Delhi the entire state Unit of NSUI Odisha i.e State President, State Committee,District Committee,Assembly Committee, College Committee have been dissolved with immediate effect.

                NSUI will go for New membership drive to strengthen Odisha NSUI.

 

Regards

 

Nikhil Dwivedi

Incharge Odisha NSUI

 

 

0
0
0
s2sdefault