ହେଡଲାଇନସ୍:

ବାଜପେୟୀଙ୍କ ପୁଣ୍ୟ ତିଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ/ଶାସକ ପ୍ରଶାସକ : ଦେଶର ଆଦର୍ଶ ଓ ପ୍ରେରଣାସ୍ରୋତ, ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ନୂଆଦିଲ୍ଲୀସ୍ଥିତ ତାଙ୍କ ସମାଧି ପୀଠ 'ସଦୈବ ଅଟଳ'କୁ ଯାଇ ଅନ୍ୟ ନେତାଙ୍କ ଗହଣରେ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସମାଧି ପୀଠ ଠାରେ ଅନୁଷ୍ଠିତ  ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି ଶ୍ରୀ ପଣ୍ଡା |

0
0
0
s2sdefault