ହେଡଲାଇନସ୍:

ଗିରିଧାରୀ ବିଜେଡିରେ ଯୋଗଦେଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

21-04-18-NAVEEN-NIWAS-all-i.jpg - 65.63 kB

ଭୁବନେଶ୍ୱର : ମୁମ୍ବାଇ ପୋଲିସର ଅବସରପ୍ରାପ୍ତ କମିଶନର ଅରୂପ ପଟ୍ଟନାୟକଙ୍କ ବିଜେଡି ରେ ଯୋଗ ଦାନ ପରେ  ଭାରତୀୟ ସୂଚନା ସେବାର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଗିରିଧାରୀ ମହାନ୍ତି ବିଜେଡି ରେ ଯୋଗ ଦେଇଛନ୍ତି |  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜେଡିରେ ସାମିଲ କରି ତାଙ୍କର ଯୋଗଦାନ ଦଳକୁ ମଜଭୁତ କରିବା ବୋଲି କହିଛନ୍ତି | ଶ୍ରୀ ମହାନ୍ତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି | ରହି ଯୋଗ ଦାନ ଅବସରରେ ରାଜ୍ୟ ସଭା ସଂସଦ ପ୍ରତାପ ଦେବ, ସୁବାସ ସିଂ, ତେଜେଶ୍ୱର ପରିଡା, ସୁଲତା ଦେଓ, ଲେନିନ ମହାନ୍ତି, ଶସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault