ହେଡଲାଇନସ୍:

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶା ସମ୍ପର୍କରେ ବାର୍ତା ରଖିଲେ ପ୍ରଧାନମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶାରେ ଯେଉଁ ହକି ବିଶ୍ୱକପ୍ ଆୟୋଜିତ ହେବାକୁ ଯାଉଛି ତାହା ଓଡ଼ିଶା କ୍ରୀଡ଼ାବିତଙ୍କ ପାଇଁ ଏକ ସୁଯୋଗ ଆଣିଛି

  ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ତାଙ୍କର ୪୯ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି  । କୋଣାର୍କ ପୁରୀ ଓ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି  । ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକିର ସଫଳତା କାମନା କରିଛନ୍ତି  । ସେ କହିଛନ୍ତି ଯେ, କଳା, ସାହିତ୍ୟ, ଭାସ୍କର୍ଯ୍ୟ, ସଂସ୍କୃତି, ସ୍ଥାପତ୍ୟ ତଥା ଐତିହ୍ୟ ସମ୍ପନ୍ନ ଓଡ଼ିଶା ରାଜ୍ୟର ଏକ ଗୌରବପୂର୍ଣ୍ଣ ଇତିହାସ ରହିଛି  । ଓଡ଼ିଶାରେ ଯେଉଁ ହକି ବିଶ୍ୱକପ୍ ଆୟୋଜିତ ହେବାକୁ ଯାଉଛି ତାହା ଓଡ଼ିଶା କ୍ରୀଡ଼ାବିତଙ୍କ ପାଇଁ ଏକ ସୁଯୋଗ ଆଣିଛି  ।

0
0
0
s2sdefault