ହେଡଲାଇନସ୍:

ଆସୋଚାମ୍ ୧୭ତମ ବାର୍ଷିକ ବ୍ୟାଙ୍କିଙ୍ଗ୍ ସମିଟ୍ ଆଣ୍ଡ୍ ଆୱାର୍ଡସ୍ : ଆଇଡିବିଆଇ ବ୍ୟାଙ୍କକୁ ତିନିଟି ପୁରସ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଆସୋଚାମ୍ ୧୭ତମ ବାର୍ଷିକ ବ୍ୟାଙ୍କିଙ୍ଗ୍ ସମିଟ୍ ଆଣ୍ଡ୍ ଆୱାର୍ଡସରେ ଲେଣ୍ଡିଂ (ଋଣ ପ୍ରଦାନ), ନନ୍ ଲେଣ୍ଡିଂ( ଅଣ ଋଣ) ଏବଂ ମଧ୍ୟମ ବର୍ଗର ବ୍ୟାଙ୍କ୍ ଶ୍ରେଣୀରେ ସାମଗ୍ରିକ ବ୍ୟାଙ୍କିଙ୍ଗ୍ ବର୍ଗରେ ଆଇଡିବିଆଇ ବ୍ୟାଙ୍କ୍ ତିନି ପୁରସ୍କାର ହାସଲ କରିଛି । ବ୍ୟାଙ୍କ୍ର ଉଭୟ ଡିଏମ୍ଡି ଶ୍ରୀଯୁକ୍ତ ସାମୁଏଲ୍ ଯୋସେଫ ଓ ଶ୍ରୀଯୁକ୍ତ ସୁରେଶ ଖଟ୍ନହାର ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଶ୍ରୀଯୁକ୍ତ ଏମ୍ ରାଜେଶ୍ୱର ରାଓଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ଆଇବିଏର ସିଇଓ ଶ୍ରୀଯୁକ୍ତ ସୁନିଲ୍ ମେହତା ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।

0
0
0
s2sdefault