ହେଡଲାଇନସ୍:

ବଲାଙ୍ଗିର : ବିଜେଡି ଓଡିଶା-ମୋ ପରିବାର ର ଚକ୍ଷୁ ଚିକିତ୍ସା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବଲାଙ୍ଗିର(ନିରୋଜ ମିଶ୍ର): ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନମ୍ବର ୧୦ ଗେଟସରୋବର ପଡା ଡକ୍ଟର ବିଆର ଆମ୍ବେଦକର କ୍ଲବ ଠାରେ ବଲାଙ୍ଗିର ବିଜେଡି ଓଡିଶା-ମୋ ପରିବାର ଆନୁକୁଲ୍ଯ ରେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଙ୍କ ପରାମର୍ଶ କ୍ରମେଏକ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇ ଶତାଧିକ ଲୋକଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା । ଏହି ଶିବିରରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ମାନେ ଚିକିତ୍ସା କରିଥିବା ବେଳେ ଅସରଫ ଅଲି ଖାନ (ବୁଲୁ) ଏହାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।  ଗେଟସରୋବର ପଡାର କ୍ଲବ ସଦସ୍ଯ ମାନେ ସହଯୋଗ କରିଥିଲେ । ଏହି ଶିବିରରେ ଓଡିଶା-ମୋ ପରିବାର ଜିଲ୍ଲା ସଂଯୋଜକ ସାଗର ସଂଗମ ଶତପଥୀ ବିଜେଡିର ଜିଲ୍ଲା କାର୍ଯକାରୀ ସଭାପତି ଶ୍ରୀ ଅଶୋକ ମହାନ୍ତି , ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା , ରାଜୀବ ଦାସ , ଶିବ ପ୍ରସାଦ ବେହେରା , ରାମ ନାଏକ , ମହେନ୍ଦ୍ର ବାଗ, ମୁନା ଖାନ , ବୁଲୁ ବେହେରା , ସମ୍ଭୁ ଚୋପଦାର , ସତ୍ଯ ନାଏକ, ସମିର କୁମ୍ଭାର , ଅଶୋକ ତାଣ୍ଡି , ମାନୁ ପଟ୍ଟନାୟକ,  ଅକ୍ଷୟ ବଚ୍ଛୋର , ବଣ୍ଟି ଚାନ୍ଦ , ଗୋବିନ୍ଦ ଶତପଥି , ରବି ଖମାରୀ , ସଞ୍ଜିବ ନାଥ , କିଶୋର କୁମ୍ଭାର , କ୍ଷୀରୋଦ ନାଗ ,  ଶିତାରାମ କୁମ୍ଭାର , ବିଜୟ ବାରିକ , ଗୋପିନାଥ ପାଇକ , ମୁନା ହରପାଲ , ରାନୁ ପାଣିଗ୍ରାହୀ , ଅଜୟ ନାଗ , ରାଜ କିଶୋର ରାଏ , ଦୁଖିଶ୍ଯାମ କୁମ୍ଭାର , ଟାରଜନ ବାରିକ, ଟୁକଲୁ ନାଗ ଓ ସୋନୁ ଉପସ୍ଥିତ ରହି ସହଯୋଗ କରିଥିଲେ  ।

0
0
0
s2sdefault