ହେଡଲାଇନସ୍:

ଟିମ ନଡ୍ଡା : ଓଡିଶାରୁ ୪ ଜଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  • ବୈଜୟନ୍ତ ବଜାୟ ରଖିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ

  • ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ସମ୍ପାଦକ 

  • ସଂସଦ ଅପରାଜିତା ଷଢଙ୍ଗୀ ଓ ସମ୍ବିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର 

ନୂଆ ଦିଲ୍ଲୀ (ଶାସକ ପ୍ରଶାସକ ) : ବିଜେପିର ଜାତୀୟ ଟିମ ଘୋଷିତ ହୋଇଛି |  ଟିମ  ନଡ୍ଡାରେ ଓଡିଶାରୁ ୪ ଜଣ ସ୍ଥାନ ପାଇଛନ୍ତି | ବର୍ତ୍ତମାନ ଜାତୀୟ ଉପସଭାପତି ଥିବା ଓଡ଼ିଶାର ବୈଜୟନ୍ତ ପଣ୍ଡା ଜାତୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି| ସେହିପରି ପ୍ରଥମ ଥରର ସଂସଦ (ମୟୁରଭଞ୍ଜ) ଇଂ ବିଶ୍ୱେଶ୍ୱର ଟୁଡୁ ଜାତୀୟ ସଚିବ ଭାବେ ନିକଉକ୍ତି ପାଇଥିବା ବେଳେ ସଂସଦ ଅପରାଜିତା ଷଢଙ୍ଗି ଓ ସମ୍ବିତ ପାତ୍ର ଜାତୀୟ ମୁଖପାତ୍ର ନିଯୁକ୍ତ ହୋଇଛନ୍ତି | 

ଆଜି ଘୋଷିତ ଟିମ ରେ ଜାତୀୟ ଉପସଭାପତି ଭାବେ ଡ ରମଣ ସିଂ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ବୈଜୟନ୍ତ ଜୟ ପଣ୍ଡା, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅର୍ଣ୍ଣପୁରଣା ଦେବୀ, ଡ଼ ଭାରତୀ ବେନ ସିୟାଲ, ଡି କେ ଅରୁଣା, ଏମ ଚବା ଆଓ, ଓ ଅବଦୁଲ୍ଲା କୁଟ୍ଟୀ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ପାଇଛନ୍ତି | 

0
0
0
s2sdefault