ହେଡଲାଇନସ୍:

ସାରା ଦେଶରେ ବିସ୍ଫୋରଣ : ଆକ୍ରାନ୍ତଙ୍କ ସଂଖ୍ୟା ଲଗାମଛଡ଼ା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • କରୋନା ଟପିଲା ୩୩ ଲକ୍ଷ, ମୃତ୍ୟୁ ବି କାଲିପରି ହଜାରେ ଉପରେ 

  • ଆଜି ସୁଦ୍ଧା ଷାଠିଏ ହଜାର ଟପିଲାଣି କରୋନା ମରଣ

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କାଲି ୩୨ ଲକ୍ଷ ଟପିଥିଲା, ଆଜି ଦେଶରେ କରୋନା ୩୩ ଲକ୍ଷ ଟପିଲା |  ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୫,୭୬୦ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୧୩   ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୩,୧୦,୨୩୫ ହୋଇଥିବା ବେଳେ ଏ ଯାବତ ଦେଶରେ ୨୫,୨୩,୭୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୫,୯୯୧  ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦,୪୭୨ ରେ ପହଂଚିଛି | 

ଅପରପକ୍ଷରେ ଏଯାବତ ଦେଶରେ ୩,୮୫,୭୬,୫୧୦ ନମୁନା ଯାଞ୍ଚ ହୋଇଥିବା ବେଳେ କାଲି  ୯,୨୪,୯୯୮ ନମୁନା ଯାଞ୍ଚ କରାଯାଇଛି |  

0
0
0
s2sdefault