ହେଡଲାଇନସ୍:

ଶୀତୁଆ ସନ୍ଧ୍ୟାରେ ଝୁମେଇଲେ ଶ୍ରେୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ମତୁଆଲା କରିଦେଲେ ଶ୍ରେୟା ଘୋଷାଲ । ନିଜ ସୁମଧୁର କଣ୍ଠ ରେ ବାଇଆ କରିଦେଲେ ରାଜଧାନୀର ଶ୍ରୋତାଙ୍କୁ । ସେ ସଙ୍ଗୀତର ଉଷ୍ମତା ଆଗରେ ଶୀତ ସତେ ଯେପରି ହାର ମାନିଯାଇଥିଲା । ତନ୍ମୟ ଆଇ ତଲ୍ଲୀନ ହୋଇ ଯାଇଥିଲେ  ସଂଗୀତ ପ୍ରେମୀ । ଭିଡ ବି ଜମିଥିଲା ମସ୍ତ ଭାରତର ଏହି କୋକିଳ କଂଠୀ ସଙ୍ଗୀତ ସାଧିକାଙ୍କ ସଂଗୀତରେ ହଜିଯିବା ପାଇଁ, ମଜ୍ଜି ଯିବା ପାଇଁ | 

0
0
0
s2sdefault