ହେଡଲାଇନସ୍:

ବୋଡେନ ବ୍ଳକ ଫରସରା ଆଶ୍ରମ ରେ ସରରଗୀଫୁଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ଜିଲ୍ଲା ସ୍ତର ରେ  ଅନୁଷ୍ଠିତ ହେଉଥିବା  ସର୍ଗିଫୁଳ କାର୍ଯ୍ୟକ୍ରମ ଏଥର ଆହୁରି ଭଲଭାବେ ଅନୁଷ୍ଠିତ ହେବ ବୋଲି ସିନାପାଳି ଡବ୍ଲୁଇଓ ସୂର୍ଯ୍ୟକାନ୍ତ ଭୋଇ ପ୍ରକାଶ କରିଛନ୍ତି । ବୋଡେନ ବ୍ଳକ ଫରସରା ଆଶ୍ରମ ରେ ଅନୁଷ୍ଠିତ ସରରଗୀଫୁଲ ପ୍ରସ୍ତୁତି ବୈଠକ ରେ ସମସ୍ତ ବ୍ଲକ ର ଉଚ୍ଚ ପଦସ୍ଥ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ୧୬ ,୧୭ ନଭେମ୍ବର ରେ ସରଗିଫୁଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏନେଇ ଏହି ବୈଠକ ରେ ଚର୍ଚ୍ଚା ହୋଇଥିଲା । ଫରସରା ଆଶ୍ରମ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ହିମାଂଶୁ ଶେଖର କୁମ୍ଭାର ବୋଡେନ ବ୍ଲକ ଡବ୍ଲୁ ଇ ଓ ପ୍ରକାଶ କରିଥିଲେ |

0
0
0
s2sdefault