ବିଶ୍ବହିନ୍ଦୁ ପରିଷଦ  ପୂର୍ବ ଓଡ଼ିଶାର ବଜରଙ୍ଗ ଦଳର କାର୍ଯ୍ୟକର୍ତାଙ୍କୁ ନେଇ ୨ ଦିନିଆ ବର୍ଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୟଶଙ୍କର ଦାଶ :  ବିଶ୍ବହିନ୍ଦୁ ପରିଷଦ ର ଆନୁଷ୍ଠାନିକ ବ୍ୟବସ୍ଥା ରେ କଟକ ବିଶ୍ବହିନ୍ଦୁ ପରିଷଦ କାର୍ଯ୍ୟାଳୟରେ ପୂର୍ବ ଓଡ଼ିଶାର ସମସ୍ତ ଜିଲ୍ଲାର ମୁଖ୍ୟ ମୁଖ୍ୟ ବଜରଙ୍ଗ ଦଳର କାର୍ଯ୍ୟକର୍ତାଙ୍କୁ ନେଇ ୨ ଦିନିଆ ବର୍ଗ ହୋଇଯାଇ ଅଛି । ଏହି ବର୍ଗ ରେ ବଜରଙ୍ଗ ଦଳର କେନ୍ଦ୍ରୀୟ  ସଂଯୋଜକ ମାନନୀୟ ନାରାୟଣ ରାଓ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ସାଙ୍ଗଠନିକ ବାର୍ତା ଦେବା ସହିତ ସବୁ ଅଞ୍ଚଳର ସମସ୍ୟା  ଉପରେ ଆଲୋଚନା କରି ସଂଗଠନ ସୁଦୃଢ  ନିମନ୍ତେ ଆଲୋଚନା କରାଇଥିଲେ ଓ ତାଙ୍କ ଉପସ୍ଥିତରେ ରାଜ୍ୟ ଓ ବିଭିନ୍ନ ଜିଲ୍ଲାର  କାର୍ଯ୍ୟକର୍ତ୍ତାଙ୍କ ବଜରଙ୍ଗ ଦଳର ନୂଆ କରି ଦାୟିତ୍ୱ  ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ର ସଂଯୋଜକ ମାନସ ମହାନ୍ତି ସୁଚାରୁ ରୁପେ କାର୍ଯ୍ୟ ବାହ କରିଥିଲେ ।

0
0
0
s2sdefault