ହେଡଲାଇନସ୍:

ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଣେଶ ପୂଜାର ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡ ରାଣୀଗୁଡା ସ୍ଥିତ ପୁରୁଣା ଆଇ ଟି ଆଇ ସାହିରେ ଛୋଟ ଛୋଟ ପିଲା ମାନେ ଗଣେଶ ପୂଜାର ଆୟୋଜନ କରିଛନ୍ତି। ଏହି ପୂଜାରେ ସାହିର କେ. ଛାୟାଶ୍ରୀ, ଏ. ହୀତେଷ୍, ଲଳିତ ସାହୁ, ଅମୃତା ସାହୁ, ଏ. ପୁଜିତା, ରୂପାଲୀ ଜେନା, ରୋହିତ ଜେନା, ନିକି, ଜ୍ୟୋତି, ବାବୁ, ସୋନି, ରୀତା ଓ ସରୋଜ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault