ହେଡଲାଇନସ୍:

ଖୁଣ୍ଟପାଲି ରେ ଷୋହଳ ପ୍ରହରୀ ନାମଯଜ୍ଞ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

12-06-18-nama.jpg - 101.07 kB
ଗାଇସିଲାଟ/ NIla Deep : ଗାଇସିଲାଟ ବ୍ଳକ ଖୁଣ୍ଟପାଲି ଗ୍ରାମରେ ବିଶ୍ବ ଶାନ୍ତି ପାଇଁ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯଜ୍ଞ କର୍ତ୍ତା ମୁଖ୍ୟ ୰ ସନ୍ତୋଷ ବରିହାଙ୍କ ସୁପୁତ୍ର ଦେବାଶିଷ ବରିହା ଓ ଉପ କର୍ତ୍ତା ନିରଞନ ଓ ତାଙ୍କ ସହ ଧର୍ମିଣୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ।ପୂଜକ ତପନ ତ୍ରିପାଠୀ,ଜପକ ଇଶ୍ବର ଗୁରୁ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଏଥିରେ ଆଠଗୋଟି କୀର୍ତ୍ତନ୍ୟ ଦଳ ଅଂଶ ଗ୍ରହଣ କରିଥିଲେ ।ସେମାନଙ୍କ ମଧ୍ୟରୁ ଖୁଣ୍ଟପାଲି,କଟାବାହାଲ,ତେଳିପାଲି,ଡୁଙ୍ଗୁରିପାଳି,ବୁଢିମାଳ,ଶିଧିରା,ଅନଗୁଳ ଓ ମୁଥଘାଟ କୀର୍ତ୍ତନ୍ୟ ପରିବେଷଣ କରିଥିଲେ ।ଯଜ୍ଞ ପୂର୍ଣ୍ଣାହୂତି ପରେ ନଗର କୀର୍ତ୍ତନ୍ୟ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।ଏଥିରେ ଖୁଣ୍ଟପାଲି ଗ୍ରାମବାସୀ ସହଯୋଗ କରିଥିଲେ ।

0
0
0
s2sdefault