ହେଡଲାଇନସ୍:

କେନ୍ଦ୍ରାପଡା ସେବା ସମିତି ପକ୍ଷରୁ ପୁରୁଣା ବସ୍ତ୍ର ବଣ୍ଟନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

10-06-18-kendrapara.jpg - 71.45 kB

କେନ୍ଦ୍ରାପଡ଼ାରୁ ପ୍ରଫୁଲ୍ଲ ମଲ୍ଲ :  କେନ୍ଦ୍ରାପଡ଼ା ସେବା ସମିତି ପକ୍ଷରୁ ପୁରୁଣା ବସ୍ତ୍ର ସଂଗ୍ରହ କରାଯାଇଅଛି. କେନ୍ଦ୍ରାପଡ଼ା ସହର ଉପକଣ୍ଠ ତିନି ମୁହାଣୀ ଛକ ଠାରେ. କେନ୍ଦ୍ରାପଡ଼ା ସେବା ସମିତି ସଭାପତି ମନୋଜ କୁମାର ନାୟକ କାର୍ଯ୍ୟ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବିଶ୍ଵବନ୍ଧୁ ସାହୁ, କୋଷାଧ୍ୟକ୍ଷ ପ୍ରକାଶ ନାୟକ, ସଭ୍ୟ- ପ୍ରଭାକର ସାମଲ, ପ୍ରଫୁଲ୍ଲ ମଲ୍ଲ, କିଶୋର କରଣ, ଅମୂଲ୍ୟ ରଥ, ଅରବିନ୍ଦ ଦାସ୍, ଶିବାଶିଷ ମହାନ୍ତି, ମୃତୁଜୟ ତ୍ରିପାଠି, ବିଶ୍ଵ ପ୍ରକାଶ ବେଜ୍, କାର୍ଯକ୍ରମ ପରିଚାଳନା କରିଥିଲେ, ଅନେକ ହୃଦୟବାନ ଵେକ୍ତୀ - ରାଧାକାନ୍ତ ମହାନ୍ତି, ବିଭୁ ପ୍ରସାଦ ସାହୁ, ଲକ୍ଷଣ ସ୍ୱାଇଁ , ପ୍ରତାପ ମହାନ୍ତି, ଦୀପକ୍ ଚୌଧୁରୀ, କମଳା କାନ୍ତ, ବିବେକାନନ୍ଦ ସାହୁ, ବାପୁଜୀ ମଲ୍ଲିକ, ଧନେଶ୍ୱର ପରିଡ଼ା, ନିହାର ରଞ୍ଜନ ପ୍ରଧାନ, ଦିଲ୍ଲୀପ ମହାନ୍ତି, ରାଜଶ୍ରୀ ନାୟକ, ସମେତ ଅନେକ ବେ଼କ୍ତି ପୁରୁଣା ବସ୍ତ୍ର ଦାନ କରିଥିଲେ. ଏହା ପରେ ପରେ ସ୍ଥାନୀୟ ଆଦିବାସୀ ଓ ଅସହାୟ ପରିବାର କୁ ସଂଗ୍ରହ କରାଯାଇଥିବା ବସ୍ତ୍ର ପ୍ରଦାନ କରାଯାଇଥିଲା. ସ୍ଥାନୀୟ ବୁଦ୍ଧିଜୀବୀ ସମେତ ଅନେକ ଲୋକ ଏଭଳି ନିଆରା କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ |

0
0
0
s2sdefault