ହେଡଲାଇନସ୍:

ପଣା ସଂକ୍ରାନ୍ତି ଉପଲକ୍ଷେ କେନ୍ଦ୍ରାପଡା ଗ୍ରାମୀଣ ବିକାଶ ଯୁବକ ସଙ୍ଗ ତରଫରୁ ଜଳଛତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


କେନ୍ଦ୍ରାପଡା-ପ୍ରଫୁଲ୍ଲ କୁମାର ମଲ୍ଲ: କେନ୍ଦ୍ରାପଡା  କଟକ ଚାନ୍ଦବାଲି ରାସ୍ତା ଅନୁଆପଡା ଛକ ଠାରେ ମହା ବିଷୁବ ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରାପଡା ଗ୍ରାମୀଣ ଯୁବକ ସଙ୍ଗ ତରଫରୁ ଜଳଛତ୍ର ର ଆୟୋଜନ କରାଯାଇଛି ।ଏହା ସଭାପତି ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ  ସଭ୍ୟ ଆଶିଷ ଦାସ, ସରୋଜ ନାୟକ କପିଳ ନାରାୟଣ,ଏବଂ ଅନ୍ୟ ସଭ୍ୟ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । 
0
0
0
s2sdefault