ହେଡଲାଇନସ୍:

 କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଭେଙ୍ଗରାଜପୁର ନିଵାସୀ ଦଳ ବରିହା ଙ୍କର ପୁଅ ପରେସ ବରିହା ଗତ କାଲି ସନ୍ଧ୍ୟା ସମୟରେ ନିଜ ବିଲକୁ ଯାଇ କୀଟନାଶକ ପିଇ ଦେଇଥିଲେ । ରାତି ପ୍ରାୟ 9ଟା ସମୟରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକ ପଦ୍ମପୁର ଡାକ୍ତର ଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିବା ପରେ ପରିବାର ଲୋକ ଆଜି ସକାଳେ ପାଇକମାଲ ଥାନାକୁ ଖବର ଦେଇଥିଲେ  ।ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ପାଇକମାଲ ଥାନାରେ ଅପାମୃତ୍ୟ ମାମଲା 4/2019 ରୁଜୁ କରି ,ଏସଆଇ   ଏସ କେ ଦାସ ଦାସ ଙ୍କୁ ଘଟଣା ତଦନ୍ତ ନିର୍ଦେଶ ଦେଇଛନ୍ତି ।

 

0
0
0
s2sdefault