ହେଡଲାଇନସ୍:

ଛଡ଼ ବୋଝେଇ ଟ୍ରଲର ଓଲଟି ଜଣେ ମୄତ,  ଜଣେ ଗୁରୁତର ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼(ଗୌରାଙ୍ଗ ଚରଣ  ଦାଶ)   ବରଗଡ଼ ଜିଲ୍ଲା ପଦ୍ମପୁର ସୋହେଲା ମୁଖ୍ୟ ରାସ୍ତା ମହୁଲପାଲି ଅଙ୍ଗ ନଦୀ ପୋଲ ଠାରେ ଅନୁଗୁଳରୁ ନୁଆଁପଡା ଅଭିମୁଖେ ଯାଉଥିବା ଛଡ଼ ବୋଝେଇ ଟ୍ରଲର ଭାରସାମ୍ୟ ହରାଇ ପୋଲ ତଲକୁ ଖସି ପଡିଛି  । ଘଟଣା ସ୍ଥଲରେ ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର ଡ୍ରାଇଭର ଅନିଲ କୁମାର ନାୟକଙ୍କ ମୄତ୍ୟୁ ହୋଇଛି ଏବଂ ନୟାଗଡ଼ ଜିଲ୍ଲା ଗୋଲପୋଖରୀ ଗ୍ରାମର ହେଲପର ଅନିଲ ପାତ୍ର ନିଶ୍ଚିତ ମୃତ୍ୟୁ  ମୁଖରୁ  ବଞ୍ଚି ଯାଇଛନ୍ତି | ତାଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।

0
0
0
s2sdefault