ହେଡଲାଇନସ୍:

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋମନା/ ଭାଗିରଥି ଭୋଇ  : ନୂଆପଡା ଜିଲ୍ଲା କୋମନା ବ୍ଲକ ସୋଳବନ୍ଧ ଗ୍ରାମର ଏକ ଆମ୍ବ ଗଛରୁ ଏକ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଉଲଭା ଗ୍ରାମର ବୋଲି ଜଣାପଡିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟା ର ରୂପ ଦେବା ପାଇଁ ଚେଷ୍ଟା କରିଛି ତାହା ସ୍ପଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି । 

0
0
0
s2sdefault