ହେଡଲାଇନସ୍:

 ସୁପର୍ନ୍ନୋ ଶତପଥୀଙ୍କ ଘର ଉପରେ ଆକ୍ରମଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

BHUBANESWAR : ସମାଜସେବୀ,  ଯୁବ ନେତା ତଥା ଶ୍ରୀମତୀ  ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ନ୍ନୋ ଶତପଥୀଙ୍କ ଘର ଉପରେ ଆକ୍ରମଣ | କେହି ଦୁର୍ବୃତ୍ତ ତାଙ୍କ ବାସଭବାନ୍ତ ନାମ ଫଳକକୁ ଭାଙ୍ଗି ଦେଇଛି | ସୂଚନାଯୋଗ୍ୟଯେ ସୁପର୍ନ୍ନୋଙ୍କ ବାସ ଭବନ  ଉପରେ ପୂର୍ବରୁ ଆକ୍ରମଣ ହୋଇଥିଲା | ତାଙ୍କ ଜୀବନ ପ୍ରତି ବିପଦ ଥିଲା ବୋଲି ମଧ୍ୟ ସେ ପୋଲିସ୍ରେ ଅଭିଯୋଗ କରିଥିଲେ | 

0
0
0
s2sdefault