ହେଡଲାଇନସ୍:

ନାବାଳିକା କୁ ଗର୍ଭବତୀ କରି ଯୁବକ ଫେରାର।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡା(ଶାସକ ପ୍ରଶାସକ):ଝାରସୁଗୁଡା ସହରରେ ଥିବା ଏକ ଆପାଟମେଣ୍ଟରେ ସଫେଇ କାର୍ଯ୍ୟ କରୁଥିବା ଜଣେ ୧୭ ବର୍ଷୀୟା ନାବାଳିକା ଝିଅ କୁ ସେଠାରେ ରୋଷେଇ କାର୍ଯ୍ୟ କରୁଥିବା ଜଣେ ଯୁବକ ଶାରୀରିକ ସମ୍ପର୍କ ରଖି ଫେରାର ହୋଇଯାଇଥିବା ବେଳେ ନାବାଳିକା ଝିଅ ଟି ୮ ମାସର ଗର୍ଭବତୀ ହୋଇଥିବା ଜଣା ପଡିଛି | ଯୁବକଟି ବିହାର ରାଜ୍ୟର ରାଜେଶ ବୋଲି ଥାନାରେ ଅଭିଯୋଗ ହୋଇଛି |ବିବାହର ପ୍ରତିଶୃତି ଦେଇ ଉକ୍ତ ନାବାଳିକା ସହ ଫେରାର ଯୁବକ ଜଣକ ଶାରୀରିକ ସମ୍ପର୍କ ରଖି ଆସୁଥିବା ନେଇ ଅଭିଯୋଗ ହୋଇଛି |ଚାଇଲଡ ଲାଇନ କୁ ଘଟଣା ସମ୍ପର୍କରେ ଫୋନ ରେ ସୂଚନା ମିଳିବ ପରେ ଚାଇଲଡ ଲାଇନ ଅଧିକାରୀ ପହଂଚି ଘଟଣାର ତଦନ୍ତ କରି ନାବାଳିକାର ଅଭିଭାବକ ଙ୍କ ସହିତ ଝାରସୁଗୁଡା ଥାନା କୁ ଆସି ଏହି ଅଭିଯୋଗ କରିଛନ୍ତି | ଝାରସୁଗୁଡା ଥାନାରେ ଏନେଇ ଏକ ମାମଲା ରୁଜୁ କରି ଅଭିଯୋଗ ର ତଦନ୍ତ ଚାଲିଛି |ବେଦାନ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

0
0
0
s2sdefault