ହେଡଲାଇନସ୍:

ବିଜୟଓ୍ୱାଡ଼ାରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଗରଗଡ଼ବାହାଲ ପଞ୍ଚାୟତ କୂଆଖୋଲ ଗାଁ ର କନ୍ଦର୍ପ ପ୍ରଧାନ (୨୫) l ରାଜ୍ୟ ବାହାରକୁ ଶ୍ରମିକ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ବିଜୟଓ୍ୱାଡ଼ାରେ ତାଙ୍କୁ କୌଣସି କାରଣ ରୁ ଲୁହା ରଡ଼୍ ରେ ହତ୍ୟା କରେଯାଇଥିବା ସୂଚନା ମିଳିଛି l ଖବର ପାଇ ପରିବାର ବର୍ଗ ବିଜୟଓ୍ୱାଡ଼ା କୁ ଯାଇଥିବା ଜଣାପଡ଼ିଛି l କାହିଁକି ଓ କିଏ ତାଙ୍କୁ ହତ୍ୟା କଲା ସଠିକ୍ କଥା ଜଣାପଡ଼ି ନାହିଁ l ଚାରମାଳ ଥାନା ରେ ଏନେଇ କୌଣସି ସୂଚନା ନଥିବା ଥାନା ଅଧିକାରୀ ବସନ୍ତ ଦଳାଇ ପ୍ରକାଶ କରିଛନ୍ତି |

0
0
0
s2sdefault