ସନ୍ଦେହ ଜନକ ଅବସ୍ଥାରେ ଯୁବତୀର ମୃତଦେହ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ବରଗଡ/ଗୌରାଙ୍ଗ ଦାଶ  :- ବରଗଡ ଜିଲ୍ଲାର ଭଟଲି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ଯୁବତୀର କ୍ଷତ ବିକ୍ଷତ ମୃତଦେହ ଆଜି ଗାଁର ପୋଖରୀ ନିକଟରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଯୁବତୀ ଜଣକ ଗତ କାଲି ସକାଳ 10ଟା ସମୟରୁ ଗାଧୋଇବା ପାଇଁ ପୋଖରୀ କୁ ଯାଇଥିବା ପରେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବା ପରେ ଆଜି ଝୁଲନ୍ତା ଶବକୁ ଚିହ୍ନଟ କରିଥିବା ଜଣା ପଡୁଛି । ଘଟଣା ସ୍ଥଳଟି ପୋଖରୀ ଠାରୁ ପ୍ରାୟ 300ମିଟର ଦୂରରେ ଏକ ନାଳ ପାଖରେ ବୋଲି ଜଣା ପଡ଼ିଛି । ମୃତକ ଙ୍କର କାନ ଓ ପାପୁଲି କ୍ଷତାକ୍ତ ଥିବା ଜଣା ପଡ଼ିଛି ।

 

0
0
0
s2sdefault