ହେଡଲାଇନସ୍:

ଘଷିପୂରାରେ ଡକାୟତି : ଡକାୟତ ଲୁଟିଲେ ୨୦ଭରି ଅଳଙ୍କାର, ଦମ୍ପତି ଆହତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଘଷିପୂରାରୁ ଜିତୁ ସାହୁ : ଘଷିପୂରା ଥାନା ଅମାରଙ୍ଗ ଗ୍ରାମରେ ହୋଇଛି ଡକାୟତି । ସୋମବାର ବିଳମ୍ବିତ ରାତିରେ ୩ଜଣ ଡକାୟତ ଗ୍ରାମର ଗ୍ରାମର ନୃସିଂହ ସାହୁଙ୍କ ଘରେ ପଶି ଘର ଲୋକଙ୍କୁ ଆକ୍ରମଣ କରିବା ସହ ୧୦ଭରି ସୁନା ଓ ୧୫ଭରି ରୂପା ଲୁଟି ନେଇଛନ୍ତି  । ଡକାୟତଙ୍କ ଆକ୍ରମଣରେ ନୃସିଂହ ଓ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି  । ସେମାନଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ଘଷିପୁରା ପୋଲିସ ଗ୍ରାମରେ ପହଂଚି ତଦନ୍ତ ଚଳାଇଛି  । 

0
0
0
s2sdefault