ହେଡଲାଇନସ୍:

ବସ -ଟ୍ରକ ମୁହାଁ ମୁହିଁ, 7 ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା/ପ୍ରିୟବ୍ରତ ପଣ୍ଡା ,ନୂଆପଡା ରୁ ଭୁବନେଶ୍ବର ଯାଉଥିବା ବେଳେ ମଣିବାବା ବସ ଆଉ ଟ୍ରକ ମଧ୍ୟ ରେ  ଧକ୍କା ହେଇ ୭ଜଣ ଗୁରୁତର ଆହତ ହୋଇ କଟକ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି ।କଟକ ଆଠଗଡ଼ ପାଖରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି ।

0
0
0
s2sdefault