ହେଡଲାଇନସ୍:

ଫେରାର ଆକ୍ରମଣକାରୀ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ

ରେଢ଼ାଖୋଲ ଥାନା ଖରସାଳି ଗାଁର ମଝିଆ ଭାଇ ରଥି କିଷାନ ଏକ ଟାଙ୍ଗିଆରେ ସାନ ଭାଇ ସୁଶିଲ କିଷାନ ଙ୍କୁ ଆକ୍ରମଣ କରି ଫେରାର ହୋଇଥିଲେ l ଅଭିଯୁକ୍ତ ରଥି କିଷାନ କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି l ସୁଶିଲ ବୁର୍ଲା ଡାକ୍ତରଖାନାରେ ଚିକିସ୍ଛିତ ହେଇଥିବା ଜଣାପଡ଼ିଛି l

 

0
0
0
s2sdefault