ହେଡଲାଇନସ୍:

 ଡ଼ିକିଭାଙ୍ଗି 92 ହଜାର ଟଙ୍କା ଲୁଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ

ରେଢ଼ାଖୋଲ ସହର ଉପକଣ୍ଠ ଅଞ୍ଚଳରୁ ଜୈନିକ ବ୍ୟକ୍ତିଙ୍କ ଡ଼ିକିରୁ 92 ହଜାର ଟଙ୍କା ଲୁଟ ହୋଇଛି l ପ୍ରକାଶ ଥାଉକି ,ଚାରମାଳ ଥାନା ଅନ୍ତର୍ଗତ ସତସମା ଗ୍ରାମର ସୁଦାମ ଉର୍ମା ରେଢ଼ାଖୋଲ ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରୁ ଆଜି 92 ହଜାର ଟଙ୍କା ଉଠାଇ ନିଜ ମଟର ସାଇକେଲ ଡ଼ିକିରେ ରଖି ଏକ ମୋବାଇଲ ଦୋକାନ କୁ ଯାଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଗାଡ଼ି ଡ଼ିକି ଭାଙ୍ଗି ଟଙ୍କା ଲୁଟ କରି ନେଇଥିଲେ l ଏନେଇ ସେ ଆଜି ଚାରମାଳ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି l

0
0
0
s2sdefault