ହେଡଲାଇନସ୍:

ବିଜେପିରେ ଯୋଗଦେଲେ ଏକାମ୍ରର ଶତାଧିକ ଯୁବକ ମହିଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ଏକାମ୍ର ନିର୍ବାଚନ ମଣ୍ଡଳୀର ଶତାଧିକ ଯୁବକ ମହିଳା ଆଜି ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀରାମ ନଗରର ଜଣାଶୁଣା ସଂଘଠକ ଶିବରାମ ରେଡ଼ି ଓ ଶତାଧିକ ଯୁବକ ଓ ମହିଳା ଦଳର ରାଜ୍ୟ କାର୍ଯ୍ୟାଳୟରେ ଏକାମ୍ର ବିଧାୟକ ପାର୍ଥି ଅମିୟ ଦାଶଙ୍କ ନେତୃତ୍ୱରେ ଦଳରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେଭି ସିଂଦେଓ, ସିମର ମହାନ୍ତି, ଅପରାଜିତା ଷଡ଼ଙ୍ଗୀ, ମଦନ ମୋହନ ପ୍ରଧାନ, ଶିବ ପ୍ରସାଦ ବେହେରା, ମଣ୍ଡଳ ସଭାପତି ଶେଷ ଶେଖର ଗରାବଡ଼ୁ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିିଲେ ।

 

0
0
0
s2sdefault