ହେଡଲାଇନସ୍:

ବର୍ବରତାର ସୀମା ଟପିଗଲା | ଦୋକାନ ସହ ଯୁବକକୁ ଜାଳିଦେଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀରରୁ ନିରୋଜ ମିଶ୍ର : ସୀମା ଟପିଛି ବର୍ବରତା, ମଣିଷ ଭୁଲିଯାଇଛି ମଣିଷ ପଣିଆ |  ବଲାଙ୍ଗିର ଲ କଲେଜ ନିକଟରେ ଥିବା ପାନ ଦୋକାନରେ ଜଣେ ଯୁବଜ ସୋଇଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ଲଗାଇଦେଇଛି ନିଆଁ |  ଦୋକାନ ସହ ଜୀଅନ୍ତା ଜଳିଳେ ଯୁବକ | ପୋଲିସ ଘଟଣାର ତଦନ୍ତ କରୁଛି | 

0
0
0
s2sdefault