ହେଡଲାଇନସ୍:

ଦୁର୍ଘଟଣା : ଜଣେ ମୃତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : କୋମନା ବ୍ଲକ ର କଣ୍ଟାପାଳି ଗ୍ରାମ ର ମହେଶ୍ୱର ଶବର ଜଲମକଟା ଗ୍ରାମ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇ ମୃତ୍ୟୁବରଣ କରିଥିବା ଖବର ମିଳିଛି। କାଲି ରାତିରେ ଏକ ମୋଟର ସାଇକେଲରେ ମହେଶ୍ୱର ଶବର କୋମନା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ିଗଲେ ବୋଲି ଆଶଙ୍କା କରା ଯାଉଛି। କୋମନା ଡାକ୍ତରଖାନା ରେ ତାଙ୍କୁ ମୃତ ଘୋଷଣା କରାଯାଇଛି। କୋମନା ପୋଲିସ ଘଟଣା ର ତଦନ୍ତ କରୁଛନ୍ତି ।

 

 

 

0
0
0
s2sdefault