ହେଡଲାଇନସ୍:

 ମଦ ଜବତ ,ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ :ରେଢ଼ାଖୋଲ ଚାରମାଳ ପୁଲିସ ଚ଼ଢ଼ାଉ କରି ସୋମବାର ସଂନ୍ଧ୍ୟାରେ ଗୋଟିଏ ବ୍ୟାଗ ବେଆଇନ ପାଉଚ ମଦ ଜବତ କରିଛି l ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଶାଜାଲ ଗାଁର ଜୀତେନ୍ଦ୍ର ବେହେରା (35) କୁ ଗିରଫ କରାଯାଇଛି l ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବସନ୍ତ ଦଳାଇ କହିଛନ୍ତି l

 

 

  

 

0
0
0
s2sdefault