ହେଡଲାଇନସ୍:

ଖସି ଝୁଲିଲା ଗ୍ୟାସ ବୋଝେଇ ଟ୍ରକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା ,ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ର ତୁକ୍ଲା ବ୍ରିଜ୍ ପାଖରେ ହେଲା ଏଇ ଘଟଣା । ଟ୍ରକ ରେ ଗ୍ୟାସ ସିଲିଣ୍ଡର ବୋଝେଇ ହୋଇ ଯାଉଥିଲା ଭାରସାମ୍ୟ ହରାଇ ଗାଡ଼ୀଟି ବ୍ରିଜ୍ ର ସୁରକ୍ଷା ଘେର ଭାଙ୍ଗି ଅଗକୁ ଓହଳି ପଡିଥିଲା।ଭାଗ୍ୟ ର ଖେଳ ବୋଧେ କିଛି ଘଣ୍ଟା ଆଗରୁ କଟକ ପାଖର ମର୍ମନ୍ତୁଦ ଘଟଣା ଘଟି ଯାଇଛି ,ଏବେ ଏଇଠି ଭାଗ୍ୟ ରୁ ଅଳ୍ପକେ ବଞ୍ଚି ଗଲା ଟ୍ରକ ନହେଲେ ନିଶ୍ଚିତ ଅଘଟଣ ।

0
0
0
s2sdefault