ହେଡଲାଇନସ୍:

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ବ୍ଲକ ସରପାଳ ଗାଁ ର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛନ୍ତି l ଗୁରୁତର ବ୍ୟକ୍ତି ଜଣକ ହେଲେ ଚେରୁ ବିଶି(63)ତାଙ୍କୁ ଗୁରୁତର ଅବସ୍ଥା ରେ ପରିବାର ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିଲେ l ସେ ଅାଜି ସକାଳେ ନିଜ ଚାଷ ଜମିରେ ଧାନ କାଟୁଥିବା ବେଳେ ନିକଟ ଜଙ୍ଗଲରୁ ଏକ ଭାଲୁ ଆସି ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା l ଫଳରେ ତାଙ୍କ ହାତ ଓ ପିଠିରେ ଗଭୀର ଆଘାତ ହୋଇଛି l ତାଙ୍କ ପାଟି ଶୁଣି ସ୍ଥାନିୟ ଲୋକ ମାନେ ଆସିବାରୁ ଭାଲୁଟି ଚାଲିଯାଇଥିଲା l

0
0
0
s2sdefault