ହେଡଲାଇନସ୍:

ଅଜଣା ବ୍ୟକ୍ତି ଗୁଳିରେ ଶିକାରୀ ଆହତ ବନ କର୍ମଚାରୀମାନଙ୍କ ଅପାରଗତାକୁ ପଦାରେ ପକାଇଛି

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଶିମିଳିପାଳ ଅଭୟାରଣ୍ୟ ଶିକାରୀ ଓ କାଠ ମାଫିଆମାନଙ୍କ ଚରାଭୂମି ପାଲଟି ଯାଇଥିବା ବେଳେ ବନ ବିଭାଗ ବାରିପଦା ସହରକୁ ଜଗି ବସିଛି ବୋଲି ଜନସାଧାରଣରେ ଅଭିଯୋଗ ହେଉଛି । ଠିକ୍ ଏହିପରିସ୍ଥିତିରେ ନଭେମ୍ବର ୧୯ ରାତିରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଶିକାର କରିବାକୁ ଯାଇ ଅଜଣା ବ୍ୟକ୍ତିର ଗୁଳିରେ କପ୍ତିପଦା ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମ ପଞ୍ଚାୟତର ବଡ଼ଜୁଣପାଳ ଗ୍ରାମର ଯାତ୍ରୀ ଆଳିଆଙ୍କ ପୁଅ ପାତ୍ରାସ ଆଳିଆ(୩୦) ଆହତ ହୋଇଥିଲେ । ଖବରପାଇ କପ୍ତିପଦା ଥାନା ଅଧିକାରୀ ରୀନା ବେହେରା ଆହତ ଶିକାରୀଙ୍କୁ ଉଦ୍ଧାର କରି ପ୍ରଥମେ କପ୍ତିପଦା ଓ ପରେ ବାରିପଦା ସରକାରୀ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇବା ସହିତ ଥାନାରେ ଏକ ମାମଲା ରୁଜୁ କରି ଗୁଳି ଚାଳନା ଘଟଣା ଉପରେ ତଦନ୍ତ ଆରମ୍ଭ କରିବା ଖବର ବନ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି । 

 

 

0
0
0
s2sdefault