ହେଡଲାଇନସ୍:

ବାଇକ ଦୁର୍ଘଟଣାରେ ଜଣେ ମୄତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/Nila deep - ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ତେଲମୋହୁଲ ଛକ ଠରେ ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଆଗଲପୁର କେବଡ଼ ଅଂଚଳର ରୋହିତ ମେହେରଙ୍କ ପୁଅ ନୀଳକଣ୍ଠ ମେହେର (୧୯) ବୋଲି ଜଣ ପଡିଛି। ସେ ମେଲଛାମୁଣ୍ଡ ଥାନା ଅନ୍ତର୍ଗତ ସାଲେପଲି ରେ ରହି କାମ କରୁଥିବା ବେଳେ ସକାଳୁ କିଛି କାମ ପାଇଁ ଆଉ ଜଣେ ସାଙ୍ଗ ସୁବାଷ ମେହେରଙ୍କ ସହ ଯାଇ ଥିବା ବେଳେ ବାଇକରେ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଯାଇଥିଲେ। ଘଟଣା ସ୍ଥଳ ରେ ନୀଳକଣ୍ଠ ଙ୍କର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ବାଇକ ରୁ ଡେଇଁ ପଡି ଥିବାରୁ ବଂଚି ଯାଇଥିଲେ। ମୃତକଙ୍କ ଶବ କୁ ବ୍ୟବଛେଦ୍ୟ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଛି।

0
0
0
s2sdefault