ହେଡଲାଇନସ୍:

ମଦ ପାଉଚ ଜବତ,3 ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ରେଢ଼ାଖୋଲ ବ୍ଲକ ର ବିଭିନ୍ନ ଗ୍ରାମ ରେ ଚଢ଼ାଉ କରାଯାଇ 93 ଟି ଦେଶୀ ମଦ ପାଉଚ ଜବତ କରି 3ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ଚୁଡ଼ାପୁଡ଼ୁଗ ଗ୍ରାମ ର ପବିତ୍ର ସାହୁ ଠାରୁ 26 ଟି,ତେଲସିଂ ଗ୍ରାମର ବିଦ୍ୟାଧର ନାଏକ ଠାରୁ 35ଟି ଓ ରେଢ଼ାଖୋଲ ସହରର ଶ୍ରୀଦେବୀ ମହାନ୍ଦ ଠାରୁ 35ଟି ଦେଶୀ ମଦ ପାଉଚ ଜବତ କରିଛି l ପୃଥକ ପୃଥକ ମାମଲା ରୁଜୁ କରି ଅାଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଅବକାରି ସବଇନ୍ସପେକ୍ଟର୍ ଦୀପ୍ତିମୟୀ ସାହୁ କହିଛନ୍ତି l

0
0
0
s2sdefault