ହେଡଲାଇନସ୍:

ବିଦ୍ୟୁତ ସଂସ୍ପର୍ଶରେ ଆସି ଲଜ ସଫେଇ କର୍ମଚାରୀଙ୍କ ମୄତ୍ୟୁ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ : ସହରରେ  ଦିପାବଳିର ମାହୋଲ ଚାଲିଥିବା ସମୟରେ ସହରରେ ଥିବା ସିତାରାମ ଇନ ଲଜ ସଫେଇ କରୁଥିବା ସମୟରେ ବାହାରେ ଥିବା ୩୩କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ରୋହିତ ବାଗ(୨୫) ନାମକ ଜଣେ ସଫେଇ କର୍ମଚାରୀଙ୍କ ମୄତ୍ୟୁ ଘଟିଛି  । ବିନା କୌଣସି ସୁରକ୍ଷା ଉପକରଣ ଯୋଗୁଁ ଏହି ଘଟଣା ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ରୋହିତ ଝାରସୁଗୁଡା ଜିଲ୍ଲା ଉମାଡେରା ଗ୍ରାମର ମୂଳ ବାସିନ୍ଦା ଏବଂ ପଦ୍ମପୁରରେ ରହି ନିଜ ପରିବାର ପୋଷଣ କରି ଆସୁଥିଲେ । ତାଙ୍କ ଦୁଇ ଛୋଟ ଛୋଟ ପିଲା ଥିବା ଜଣା ପଡ଼ିଛି ।

0
0
0
s2sdefault