ହେଡଲାଇନସ୍:

ହାତୁଡ଼ିରେ ପିଟି ପିଟି ମାରିଦେଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Padampur/ Nila Deep : ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଅନ୍ତର୍ଗତ ଶୁକ୍ଲିପାହାଡ ଗାଁର ୨୫ବର୍ଷ ବୟସର ଯୁବକ ଅବିନାଶ ପଟେଲଙ୍କୁ ସନ୍ଧ୍ୟା ୬ଟା ସମୟରେ ସେହି ଗ୍ରାମର ବିସ୍ମୟ ପଟେଲ  ହାତୁଡିରେ ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅବିନାଶଙ୍କ ବାପା ଶଶିରାମ ପଟେଲ । ଅଭିଯୋଗ କୁ ଆଧାର କରି କେଶନମ୍ବର ୧୩୦/୦୬.୧୧.୨୦୧୮ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ଏବଂ ବିସ୍ମୟକୁ ଗିରଫ କରାଯାଇଛି । ହତ୍ୟା ର କାରଣ ଜଣାପଡି ନାହିଁ ଏବେ ମଧ୍ୟ ପଚରାଉଚରା ଜାରିରହିଥିବା ଜଗଦଳପୁର ଥାନାଅଧିକାରୀ ଶ୍ରୀମତୀ ଲଲିତା ଲାକ୍ରା ସୂଚନା ଦେଇଛନ୍ତି।

0
0
0
s2sdefault