ହେଡଲାଇନସ୍:

କୁଚିଣ୍ଡା ବକ୍ସମା ଗ୍ରାମ ପଞ୍ଚାୟତରେ ଚୋରି l

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା:କୁଚିଣ୍ଡା ବକ୍ସମା ଗ୍ରାମ ପଞ୍ଚାୟତ ରେ ଚୋରି କରି ଚୋର ମାନେ ଫେରାର l ପଞ୍ଚାୟତ ର ପିଅନ ସକାଳୁ ପଞ୍ଚାୟତ ଆସି  କବାଟ ଖୋଲିବା ପାଇଁ ଆସିଥିଲେ l କିନ୍ତୁ କବାଟ ଖୋଲାଥିବାର ଦେଖି ସେ ସଙ୍ଗେ ସଙ୍ଗେ  ସରପଞ୍ଚ ଙ୍କୁ ଫୋନ କରିଥିଲେ l ସରପଞ୍ଚ ପଞ୍ଚାୟତ କୁ ଆସି ଦେଖିଥିଲେ ସେଠାରେ  ଆବାସ ପତ୍ର ଏଣେ ତେଣେ ପଡ଼ିଥିବା ର ଦେଖି କୁଚିଣ୍ଡା ପୋଲିସ କୁ  ଫୋନ ଯୋଗେ ଜଣାଇଥିଲେ l କୁଚିଣ୍ଡା ପୋଲିସ ଆସି ଏହାର ତଦନ୍ତ କରି ଏକ ମାମଲା ରୁଜୁ କରିଛି |

0
0
0
s2sdefault